ସିରିଜ୍‌ ହାତେଇଲା ଭାରତ- ମୁମ୍ବଇରେ ଦମ୍‌ଦାର ବିଜୟ

Published By : Prameya-News7 Bureau | December 11, 2019 IST

ମୁମ୍ବଇ ୧୧।୧୨ - ଓ୍ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ଟିଟ୍ୱେଣ୍ଟି ଶୃଙ୍ଖଳାକୁ ଭାରତ ୨-୧ରେ ବିଜୟ ଲାଭ କରିଛି । ମୁମ୍ବଇରେ ଚାଲିଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି ।

ଏହି ମ୍ୟାଚରେ ଟସ୍‌ ଜିତି ଓ୍ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୩ ଓ୍ୱେିକେଟ୍‌ ହରାଇ ୨୪୦ ରନ୍‌ କରିଥିବା ବେଳେ ଓ୍ୱେଷ୍ଟ ଇଣ୍ଡିଜ୍‌ ନିର୍ଦ୍ଧିରିତ ଓଓଭର୍‌ରେ ୮ ଓ୍ୱେିକେଟ୍‌ ବିନିମୟରେ ୧୭୩ କରିଥିଲା । ଭାରତ ୬୭ ରନ୍‌ରେ ଓ୍ୱେଷ୍ଟଇଣ୍ଡିଜି୍‌କ ପରାସ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.