ବାରବାଟୀ ଦିନିକିଆ : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | December 22, 2019 IST

କଟକ ୨୨।୧୨: ବାରବାଟୀ ଦିନିକିଆରେ ବୋଲିଂ କରିବ ଭାରତ । କଟକ ବାରବାଟୀ ଷ୍ଟାଡିୟମରେ ଖେଳିଯିବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆରେ ବୋଲିଂ କରିବ ଭାରତୀୟ ଟିମ୍ । ତୃତୀୟ ଦିନିକିଆରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତ ନେଇଛି । ଓ୍ବେଷ୍ଟଇଣ୍ଡିଜ ଟିମ୍‌କୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି ଭାରତ । ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ଟିକିଆ ସିରିଜରେ ଉଭୟ ଟିମ୍ ୧-୧ସ୍ଥିତିରେ ରହିଛନ୍ତି । ଆଜିର ମ୍ୟାଚ ବିଜୟୀ ଦଳ ହିଁ ସିରିଜ ବିଜୟୀ କରିବ ।

{"id":201029,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.