ବିଶ୍ୱକପ୍‌ ୨୦୨୩ : ମୁମ୍ବାଇରେ ମହାମୁକାବିଲା, ପ୍ରଥମ ସେମିରେ ମୁହାଁମୁହିଁ ହେବ ଭାରତ-ନ୍ୟୁଜିଲାଣ୍ଡ

ମୁମ୍ବାଇ ୧୪।୧୧ : ବିଶ୍ୱକପ୍ ୨୦୨୩। ସରିଛି ଲିଗ୍ ପର୍ଯ୍ୟାୟ ମ୍ୟାଚ୍। ଆଉ ବୁଧବାର ମାନେ ଆଜି ଠାରୁ ଆରମ୍ଭ ହେବ ସେମି ଫାଇନାଲ ଟକ୍କର। ତେବେ ବିଶ୍ୱକପ୍ ର ପ୍ରଥମ ସେମି ଫାଇନାଲରେ ମୁହାମୁଁହି ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଅପରାହ୍ନ ୨ଟାରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ୨୦୨୩ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ସମସ୍ତ ୯ଟି ଯାକ ମୁକାବିଲାରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଏକ ଶକ୍ତିଶାଳୀ ଟିମ୍ ଭାବେ ସବୁ ବିରୋଧୀ … Continue reading ବିଶ୍ୱକପ୍‌ ୨୦୨୩ : ମୁମ୍ବାଇରେ ମହାମୁକାବିଲା, ପ୍ରଥମ ସେମିରେ ମୁହାଁମୁହିଁ ହେବ ଭାରତ-ନ୍ୟୁଜିଲାଣ୍ଡ