ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ : ମୋହାଲିରେ କାହାର ପଲ୍ଲା ଭାରୀ ?

ମୋହାଲି ୨୧।୦୯ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ । ଏହାପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳାଯିବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୋହାଲିରେ ଶୁକ୍ରବାର ମାନେ ୨୨ ସେପ୍ଟେମ୍ବରରେ ଖେଳାଯିବ । ଭାରତୀୟ ଟିମ୍‌ ମୋହାଲିରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆ ଟିମ୍‌ ମଧ୍ୟ ପହଞ୍ଚିଛି । ଉଭୟ ଟିମ୍‌ ଅଭ୍ୟାସ ମଧ୍ୟ ଆରମ୍ଭ କଲେଣି । ତେବେ ଆପଣ ଜାଣିଛନ୍ତି ମୋହାଲିରେ ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଟିମ୍‌ର ରେକର୍ଡ … Continue reading ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ : ମୋହାଲିରେ କାହାର ପଲ୍ଲା ଭାରୀ ?