୨୩ ବର୍ଷର ବଦ୍‌ଲା, ୨୦୨୩ରେ ଶ୍ରୀଲଙ୍କାଠୁ ପ୍ରତିଶୋଧ ନେଲା ଟିମ୍‌ ଇଣ୍ଡିଆ

ମୁମ୍ବାଇ ୧୮।୦୯ : ଭାରତୀୟ ଟିମ୍ ରବିବାର ଦିନ ଅଷ୍ଟମ ଥର ପାଇଁ ଏସିଆ କପ୍‌ ଚମ୍ପିଆନ୍‌ ହୋଇଛି । ୨୦୨୩ ସଂସ୍କରଣରେ ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଛି ରୋହିତ ବାହିନୀ । ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ମାତ୍ର ୧୫.୨ ଓଭରରେ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଯାହାର ଜବାବରେ ଭାରତ ମାତ୍ର ୬.୧ ଓଭରରେ ବିନା କୌଣସି ଓ୍ୱିକେଟ୍‌ ହରାଇ ବିଜୟୀ ହୋଇଛି । ଏହାସହିତ ଭାରତୀୟ ଟିମ୍‌ ଶ୍ରୀଲଙ୍କା ଠାରୁ … Continue reading ୨୩ ବର୍ଷର ବଦ୍‌ଲା, ୨୦୨୩ରେ ଶ୍ରୀଲଙ୍କାଠୁ ପ୍ରତିଶୋଧ ନେଲା ଟିମ୍‌ ଇଣ୍ଡିଆ