୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ରୋହିତ କହିଲେ- ବାହାନା କରିବୁନି, ଆମେ ଆଜି ଭଲ ଖେଳି ନାହୁଁ

ଅହମଦାବାଦ: ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ। ଆଜିର ମ୍ୟାଚ୍‌ର ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ୍ ମାରିଛି। ତେବେ ଏହି ପରାଜୟ ପାଇଁ ପିଚ୍‌ର ଦୋଷ ଦେଇ ଖସିବାକୁ ଚେଷ୍ଟା କରି ନାହାନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା। ବରଂ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିପାରି ନାହିଁ ବୋଲି ସେ ସ୍ୱୀକାର କରିଛନ୍ତି। ଅହମଦାବାଦର ପିଚ୍ ଖୁବ୍ ଶୁସ୍କ ଥିବା ବେଳେ ଟସ୍‌ ଜିତିବା … Continue reading ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ରୋହିତ କହିଲେ- ବାହାନା କରିବୁନି, ଆମେ ଆଜି ଭଲ ଖେଳି ନାହୁଁ