INDIA ନା ଭାରତ; ପରିବର୍ତ୍ତନ ହେବ କି ଦେଶର ନାଁ, ଜାଣନ୍ତୁ ସମ୍ବିଧାନରେ କ’ଣ ଉଲ୍ଲେଖ ରହିଛି ?

ନୂଆଦିଲ୍ଲୀ,: ଭାରତକୁ ନେଇ ମହାଭାରତ । ଦେଶର ନାଁ ଇଣ୍ଡିଆ ନା ଭାରତ ।  ଆଉ ଇଣ୍ଡିଆ ନୁହେଁ ଏଣିକି କେବଳ ଭାରତ କରିବାକୁ ପଡ଼ିଛି । ଆସନ୍ତା ଲୋକସଭାର ସ୍ବତନ୍ତ୍ର ଅଧିବେଶନରେ ଇଣ୍ଡିଆ ଶବ୍ଦ ପରିବର୍ତ୍ତନ ନେଇ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏହାର ପୂର୍ବ ସୂଚନା ମିଳିଠି ଜି-୨୦ ସମ୍ମିଳନୀ ଡିନର ପାର୍ଟି ନିମନ୍ତ୍ରଣ ପତ୍ରରୁ । ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହେଲାଣି ।     ଜି -୨୦ … Continue reading INDIA ନା ଭାରତ; ପରିବର୍ତ୍ତନ ହେବ କି ଦେଶର ନାଁ, ଜାଣନ୍ତୁ ସମ୍ବିଧାନରେ କ’ଣ ଉଲ୍ଲେଖ ରହିଛି ?