ସାଫ୍‌ ଚାମ୍ପିଅନସିପ୍‌ ଫାଇନାଲରେ ଭାରତ; ସୁଟ୍ ଆଉଟରେ ନେପାଳ ପରାସ୍ତ

କାଠମାଣ୍ଡୁ, ୨୮।୯: ୧୯ ବର୍ଷରୁ  କମ୍‌ ବାଳକ ସାଫ୍‌ ଚାମ୍ପିଅନସିପ୍‌ ଫାଇନାଲରେ ଭାରତ । ସୁଟ୍ ଆଉଟରେ ଫାଇନାଲକୁ ପ୍ରବେଶ କରିଛି ଟିମ୍ । ସେମି  ଫାଇନାଲରେ ଟିମ୍ ଅଣ୍ଡିଆ ୧-୧ (୩-୨)ରେ ନେପାଳକୁ ପରାଜିତ କରିଛି । ଆସନ୍ତା ୩୦  ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ  ଫାଇନାଲ ମ୍ୟାଚ୍‌ ଖେଳାଯିବ । ନେପାଳ ଓ ଭାରତ ସେମି ଫାଇନାଲ ମ୍ୟାଚ୍  ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ ୨୬  ମିନିଟରେ ପ୍ରଥମେ ଗୋଲ ଖାତା … Continue reading ସାଫ୍‌ ଚାମ୍ପିଅନସିପ୍‌ ଫାଇନାଲରେ ଭାରତ; ସୁଟ୍ ଆଉଟରେ ନେପାଳ ପରାସ୍ତ