ପଶ୍ଚିମ ଦେଶମାନଙ୍କର ଡାର୍ଲିଂ ଭାରତ, ହେଲେ ପଡ଼ୋଶୀ ପାଇଁ ଯୁଦ୍ଧମନସ୍କ: ପାକିସ୍ତାନ ମନ୍ତ୍ରୀ ହୀନା ରବ୍ବାନୀ ଖର

ଇସ୍‌ଲମାବାଦ: ପଶ୍ଚିମ ଦେଶମାନଙ୍କ ସହିତ ଭାରତର ବଢ଼ୁଥିବା ସମ୍ପର୍କକୁ ନେଇ ଈର୍ଷାରେ ଜଳୁଛି ପାକିସ୍ତାନ। ଗୋଟିଏ ପଟେ ଭାରତର ଲୋକପ୍ରିୟତା ବଢ଼ୁଛି ଅନ୍ୟପଟେ ପାକିସ୍ତାନ କେବଳ ଚୀନ କୋଳରେ ବଶିଛି। ତେଣୁ ଭାରତର ଏଭଳି ସଫଳତାକୁ ଦେଖି ଚିହିଁକି ଉଠିଛନ୍ତି ପାକିସ୍ତାନ ବୈଦେଶିକ ଉପମନ୍ତ୍ରୀ ହିନା ରବ୍ବାନୀ ଖର। ଭାରତ ପଶ୍ଚିମ ଦେଶମାନଙ୍କର ଡାର୍ଲିଂ(ପ୍ରିୟତମା) ବୋଲି କହି ସେ ତିରସ୍କାର କରିଛନ୍ତି। ଏଥିସହିତ ପଡ଼ୋଶୀଙ୍କ ପ୍ରତି ଭାରତର ବୈମାତୃକ ମନଭାବ ରହିଛି ବୋଲି ଅଭିଯୋଗ କରିଛନ୍ତି ହୀନା। … Continue reading ପଶ୍ଚିମ ଦେଶମାନଙ୍କର ଡାର୍ଲିଂ ଭାରତ, ହେଲେ ପଡ଼ୋଶୀ ପାଇଁ ଯୁଦ୍ଧମନସ୍କ: ପାକିସ୍ତାନ ମନ୍ତ୍ରୀ ହୀନା ରବ୍ବାନୀ ଖର