୧୮ ଓଭରରେ ଭାରତ ପୁରା କଲା ଶତକ
16/06/2019 at 3:44 PM

ଭାରତର ମଜବୁତ ଆରମ୍ଭ ହୋଇଛି । ୧୮ ଓଭରରେ ଭାରତ ୧୦୦ ରନ ପୁରା କରିଛି । ୧୮ ଓଭର ପରେ ଟିମ ଇଣ୍ଡିଆର ସ୍କୋର ୧୦୦ /୦ ହୋଇଛି । ରୋହିତ ଶର୍ମା ୬୧ ରନ ଓ କେ.ଏଲ ରାହୁଲ ୩୭ରନ କରିଛନ୍ତି ।

ଷ୍ଟାଡିୟମରେ ଶୁଭୁଛି ଇଣ୍ଡିଆ…ଇଣ୍ଡିଆ…ଗୁଞ୍ଜରଣ

Related Posts
ନେପାଳରେ ରଦ୍ଦ ହେଲା ତିନି ତଲାକ, ଅଦାଲତରେ କମ୍ପିଲା ଭାରତୀୟ ସୁପ୍ରିମକୋର୍ଟଙ୍କ ରାୟ
27 September 2023