oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ସପ୍ତାହର ପ୍ରଥମ ଦିନରେ କମିଲା ସୁନା ଓ ରୂପାଦର – ଆଜି ରହିଛି ଏତିକି

25/11/2019 at 4:10 PM

ନୂଆଦିଲ୍ଲୀ – ସୋମବାରରେକୁ ବିଭିନ୍ନ ଷ୍ଟକ ଏକ୍ସଚେଞ୍ଜ ଓ କମୋଡିଟି ଏକ୍ସଚେଞ୍ଜ ର ପ୍ରଥମ ଦିନ କୁହାଯାଇଥାଏ । ଏଥିପାଇଁ ଏହି ପ୍ରଥମ ଦିନରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଏମ୍‌ସିଏକ୍ସ ବା ମଲ୍ଚି କମୋଡିଟି ଏକ୍ସଚେଞ୍ଜରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା ।


ସକାଳେ ବଜାର ଖୋଲବା ସମୟରେ ସୁନଦର ପ୍ରାୟ ୦.୧୭ ପ୍ରତିଶତ ହ୍ରାସ ପାଇଥିଲା । ଶୁଦ୍ଧ ସୁନା ବା ୨୪ କ୍ୟାରେଟ୍‌ ସୁନାଦର ହ୍ରାସ ପାଇ ୩୭,୮୩୨ ଟଙ୍କାରେ ପହଞ୍ଚିଛି ।

ସୁନା ସହ ରୂପା ଦର ମଧ୍ୟ ହ୍ରାସ ପାଇଛି । ସୋମବାରରେ ଏମ୍‌ସିଏକ୍ସରେ ରୂପାଦର ୦.୪୭ ପ୍ରତିଶତ ହ୍ରାସ ପାଇଥିଲା । ପ୍ରତି କିଲୋ ରୂପାଦର ୪୪,୨୭୦ ଟଙ୍କାରେ ପହଞ୍ଚିଥିଲା ।

ଏଚ୍‌ଡିଏଫ୍‌ସି ସିକୁରିଟିଜ୍‌ ଅନୁସାରେ ଗତ ଶୁକ୍ରବାରେ ସୁନାଦର ପ୍ରାୟ ୧୦୨ ଟଙ୍କା ହ୍ରାସ ପାଇଥିଲା । ୨୪ କ୍ୟାରେଟ୍‌ ସୁନା ୩୮ ହଜାର ୮୫୬ ଟଙ୍କାର ପହଞ୍ଚିଥିଲା । ସେହିପରି ରୂପାଦର ପ୍ରତିକିଲୋ ୪୪,୯୪୯ ଟଙ୍କାରେ ବନ୍ଦ ହୋଇଥିଲା ।

   Related Posts