ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେସନ: ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି ଜୋର୍
ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ସ୍ୱତନ୍ତ୍ର ଅଧିବେସନ ବସିବ। ହେଲେ ତା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବୈଠକରେ ଏନ୍ସି ମୁଖ୍ୟ ଫାରକୁ ଅବଦୁଲ୍ଲା, ଡିଏମ୍କେ ନେତା ୱାଇକୋ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ନେତା ଶିବଦାସନ ଆଦି ବିରୋଧୀ ନେତା ଯୋଗ ଦେଇଥିଲେ।ବୈଠକରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଜୋରଦାର ଦାବି ହୋଇଥିଲେ। ଏଥିସହିତ ବିରୋଧୀ ନେତାମାନେ ଏକାଧିକ ଦାବି କରିଥିଲେ। ଆଜି ସର୍ବଦଳୀୟ ବୈଠକରେ ସବୁ ବିରୋଧୀ ଦଳର ନେତାମାନେ ଆପ ସାଂସଦ ସଂଜୟ … Continue reading ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେସନ: ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି ଜୋର୍
Copy and paste this URL into your WordPress site to embed
Copy and paste this code into your site to embed