ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲକୁ ଦ୍ବିତୀୟ ଥର ଏନଏବିଏଚ ମାନ୍ୟତା

Published By : Prameya-News7 Bureau | May 24, 2021 IST

ଭୁବନେଶ୍ବର ୨୪।୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର୍ ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ବୀକୃତି ପ୍ରାପ୍ତ ହୋଇଛି । ଗତ ମେ’ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ବୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତ୍ତର ରହିବ । ଏନଏବିଏଚ ହେଉଛି କ୍ବାଲିଟି କାଉନସିଲ୍ ଅଫ୍ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଣ୍ଟ ବୋର୍ଡ ଅଟେ । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ବିତୀୟ ଥର ପାଇଁ ଏହି ଏନଏବିଏଚ ମାନ୍ୟତା ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.