ତୋଷାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କୁ ବଡ ଆଶ୍ୱସ୍ତି, ସଜା ଉପରେ ରୋକ୍‌ ଲଗାଇଲେ ଇସଲାମାବାଦ ହାଇକୋର୍ଟ

ପେଶାଓ୍ୱାର ୨୯/୦୮: ଫିଟିଲା ବାଟ । ଏବେ ଜେଲ୍‌ରୁ ମୁକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇସାଲାମବାଦ କୋର୍ଟ ଇମ୍ରାନ୍‌ଙ୍କୁ ବଡ ଆଶ୍ୱସ୍ତି ଦେଇଛି । ତୋଷଖାନା ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଉପରେ କୋର୍ଟ ଲଗାଇଛନ୍ତି ରୋକ୍ । ଦଣ୍ଡକ୍ଷମା ପାଇଁ ଆବେଦନ କରିଥିଲେ ପତ୍ନୀ । ଏହି ଅଭିଯୋଗରେ ପ୍ରଥମେ ତାଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ହେଲେ କୋର୍ଟ ଏହି ଦଣ୍ଡବିଧାନ ଉପରେ ରୋକ୍ ଲଗାଇଛନ୍ତି … Continue reading ତୋଷାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କୁ ବଡ ଆଶ୍ୱସ୍ତି, ସଜା ଉପରେ ରୋକ୍‌ ଲଗାଇଲେ ଇସଲାମାବାଦ ହାଇକୋର୍ଟ