କଣ ରହିବ ବିଜେଡିର ପରବର୍ତ୍ତୀ କାର୍ଯ୍ୟପନ୍ଥା ? ସଂଧ୍ୟା ୫ଟାରେ ନବୀନ ନିବାସରେ ବୈଠକ

Published By : Prameya-News7 Bureau | June 05, 2024 IST

ଭୁବନେଶ୍ବର ୫/୬: ଆଜି ସଂଧ୍ୟା ୫ଟାରେ ନବୀନ ନିବାସରେ ବସିବ ବୈଠକ । ନିର୍ବାଚନରେ ଜିତିଥିବା ନବ ନିର୍ବାଚିତ ବିଧାୟକଙ୍କୁ ନବୀନ ନିବାସରୁ ଡାକରା ଆସିଛି । ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେ ସଂପର୍କରେ ବୈଠକରେ ଆଲୋଚନା ହେବ ।  ଚଳିତ ନିର୍ବାଚନରେ ପରାଜୟ ପରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ । ଏଥିସହ ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.