ସମ୍ଭାବ୍ୟ ବାତ୍ୟା ନେଇ IMD DGଙ୍କ ସୂଚନା, କହିଲେ ଏବେ ସ୍ପଷ୍ଟ ହୋଇନି ଚିତ୍ର

ଭୁବନେଶ୍ୱର ୨୨/୦୯: IMDର ପୂର୍ବ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବର ଶେଷ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଯାହା ଅକ୍ଟୋବର ଆରମ୍ଭ ବେଳକୁ ଲଘୁଚାପରେ ପରିଣତ ହୋଇ ଅବପାତର ରୂପ ନେଇପାରେ । ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ ଯାହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି IMDର ମଡେଲ କହୁଛି । ବାତ୍ୟା ନେଇ ସତର୍କ ସୂଚନା ଜାରି … Continue reading ସମ୍ଭାବ୍ୟ ବାତ୍ୟା ନେଇ IMD DGଙ୍କ ସୂଚନା, କହିଲେ ଏବେ ସ୍ପଷ୍ଟ ହୋଇନି ଚିତ୍ର