ରାଜଧାନୀରୁ ୪ ବନ୍ଧୁକ ବ୍ୟବସାୟୀ ଗିରଫ ; ୫ଟି ମାଉଜର, ୧୦ଟି ଅଫୁଟା ଗୁଳି ଜବତ

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: ରାଜଧାନୀରୁ ୪ ବନ୍ଧୁକ ବ୍ୟବସାୟୀ ଗିରଫ । ସେମାନଙ୍କ ନିକଟରୁ ୫ଟି ମାଉଜର, ୧୦ଟି ଅଫୁଟା ଗୁଳି ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଖଣ୍ଡଗିରି ପୋଲିସ । ବନ୍ଧୁକ ବେପାରୀ ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ବର ଅଞ୍ଚଳର ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.