ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ, ୨୦ ଲକ୍ଷ ଟଙ୍କାର ବାଣ ଜବତ, ୧୯ ଜଣ ଥାନାରେ ଅଟକ

Published By : Prameya-News7 Bureau | October 23, 2022 IST

ବ୍ରହ୍ମପୁର, ୨୩/୧୦: ବ୍ରହ୍ମପୁର ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଂଚଳରେ ବେଆଇନ ବାଣ ବିକ୍ରି ନେଇ ଚଢ଼ାଉ କରାଯାଇଛି । ଏନେଇ ୧୪ଟି ମାମଲା ରୁଜୁ କରିଛି ପୋଲିସ୍‌ । ଏଥିସହିତ ୧୯ ଜଣଙ୍କୁ ଅଟକ ରଖିଛି ପୋଲିସ୍‌ । ପାଖାପାଖି ୨୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.