ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ, ୨୦ ଲକ୍ଷ ଟଙ୍କାର ବାଣ ଜବତ, ୧୯ ଜଣ ଥାନାରେ ଅଟକ

23/10/2022 at 8:34 PM

ବ୍ରହ୍ମପୁର, ୨୩/୧୦: ବ୍ରହ୍ମପୁର ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଂଚଳରେ ବେଆଇନ ବାଣ ବିକ୍ରି ନେଇ ଚଢ଼ାଉ କରାଯାଇଛି । ଏନେଇ ୧୪ଟି ମାମଲା ରୁଜୁ କରିଛି ପୋଲିସ୍‌ । ଏଥିସହିତ ୧୯ ଜଣଙ୍କୁ ଅଟକ ରଖିଛି ପୋଲିସ୍‌ । ପାଖାପାଖି ୨୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

   Related Posts