ସୋନପୁର ଏକ ବସରୁ ବେଆଇନ୍ କଫସିରଫ ଜବତ

Published By : Prameya-News7 Bureau | November 01, 2018 IST

ସୋନପୁର ୧/୧୧: ସୋନପୁର ବ୍ଲକ୍ ଛକରେ ଏକ ବସରୁ ବେଆଇନ୍ କଫସିରଫ ଜବତ  କରିଛି ପୋଲିସ୍। ବେଆଇନ କଫସିରଫ ଚାଲାଣ ଅଭିଯୋଗରେ ୨ଜଣଙ୍କୁ  ଅଟକ ରଖାଯାଇଛି। ୧୦ ପେଟି କଫସିରଫ ଜବତ ହୋଇଛି। ଏହି ଜୟ ମାତାଦି ବସ୍ ଭୁବନେଶ୍ବରରୁ ଖଡିଆଲ ଯାଉଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.