ସୋନପୁର ଏକ ବସରୁ ବେଆଇନ୍ କଫସିରଫ ଜବତ
1/11/2018 at 10:58 AM

ସୋନପୁର ୧/୧୧: ସୋନପୁର ବ୍ଲକ୍ ଛକରେ ଏକ ବସରୁ ବେଆଇନ୍ କଫସିରଫ ଜବତ କରିଛି ପୋଲିସ୍। ବେଆଇନ କଫସିରଫ ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଅଟକ ରଖାଯାଇଛି। ୧୦ ପେଟି କଫସିରଫ ଜବତ ହୋଇଛି। ଏହି ଜୟ ମାତାଦି ବସ୍ ଭୁବନେଶ୍ବରରୁ ଖଡିଆଲ ଯାଉଥିଲା।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023