ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ୍‌, ଦୁଇ ମହିଳାଙ୍କ ସମେତ ୬ ଗିରଫ

13/08/2022 at 11:03 PM

ବ୍ରହ୍ମପୁର ୧୩/୦୮: ବ୍ରହ୍ମପୁର କେ.ନୂଆ ଗାଆଁ ଥାନା ଚିକିଟି କେରୁବାଲୁଆ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ୍‌ । ଏହି ବେଆଇନ୍‌ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଦୁଇ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୩୬,୪୪୦ ଟଙ୍କା ଜବତ କରାଯାଇଛି । ଏନେଇ ବ୍ରହ୍ମପୁର ଏସ୍ପି‌ ସୂଚନା ଦେଇଛନ୍ତି ।

   Related Posts