ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ୍‌, ଦୁଇ ମହିଳାଙ୍କ ସମେତ ୬ ଗିରଫ

Published By : Prameya-News7 Bureau | August 13, 2022 IST

ବ୍ରହ୍ମପୁର ୧୩/୦୮: ବ୍ରହ୍ମପୁର କେ.ନୂଆ ଗାଆଁ ଥାନା ଚିକିଟି କେରୁବାଲୁଆ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ୍‌ । ଏହି ବେଆଇନ୍‌ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଦୁଇ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୩୬,୪୪୦ ଟଙ୍କା ଜବତ କରାଯାଇଛି । ଏନେଇ ବ୍ରହ୍ମପୁର ଏସ୍ପି‌ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.