IIFA 2023 : ଆଲିଆ ଭଟ୍ଟ, ହ୍ରିତିକ୍ ରୋଶନ ହେଲେ ଶ୍ରେଷ୍ଠ କଳାକାର, ବ୍ରହ୍ମାସ୍ତ୍ର ଜିତିଲା ସବୁଠାରୁ ଅଧିକ ଆୱାର୍ଡ
ମୁମ୍ଵାଇ ୨୯।୦୫: ବଲିଉଡର ମୋଷ୍ଟ ପପୁଲାର ଆୱାର୍ଡ ଆଇଫା ଆୱାର୍ଡ । ଶନିବାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ ଆୱାର୍ଡ ୨୦୨୩ ଏଡିସନ୍ ଆୟୋଜିତ ହୋଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ବଲିଉଡର ନାମୀଦାମୀ କଳାକାର । ଏହି ବିରାଟ ଆୟୋଜନରେ ଗତ ବର୍ଷ ରିଲିଜ୍ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର ଏବଂ ସେଥିରେ କାମ କରିଥିବା ପ୍ରସିଦ୍ଧ ଅଭିନେତା, ଅଭିନତ୍ରୀ ସମ୍ମାନିତ ହୋଇଛନ୍ତି । ଆଇଫା ୨୦୨୩ରେ ଗତ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ରରୁ ବ୍ରହ୍ମାସ୍ତ୍ରକୁ ସବୁଠୁ ଅଧିକ … Continue reading IIFA 2023 : ଆଲିଆ ଭଟ୍ଟ, ହ୍ରିତିକ୍ ରୋଶନ ହେଲେ ଶ୍ରେଷ୍ଠ କଳାକାର, ବ୍ରହ୍ମାସ୍ତ୍ର ଜିତିଲା ସବୁଠାରୁ ଅଧିକ ଆୱାର୍ଡ
Copy and paste this URL into your WordPress site to embed
Copy and paste this code into your site to embed