ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲଙ୍କ ନୀଳଗିରି ଗସ୍ତ
14/07/2021 at 5:14 PM

ନୀଳଗିରି ୧୪।୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଗସ୍ତ କରିଛନ୍ତି। ପ୍ରଥମେ ନୀଳଗିରି ଥାନାର ନୂତନ ଗୃହକୁ ଉଦଘାଟନ କରିଥିଲେ। ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର, ନୀଳଗିରି ଏସଡିପିଓ ରିତେଶ କୁମାର ପଟ୍ଟନାୟକ, ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା, ଔପଦା ଆଇଆଇସି, ଖଇରା ଆଇଆଇସି ସମେତ ନୀଳଗିରି ଉପଖଣ୍ଡ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତ୍ବ ଦେବା ସହ ଥାନାକୁ ଅଧିକ ଷ୍ଟାଫ ଯୋଗାଇଦେବେ ବୋଲି କହିଥିଲେ ।
Related Posts
ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ, ୨ ଜଣକୁ ଅଟକ ରଖିଲା ପୋଲିସ
1 October 2023
ନୃଶଂସ ପାଲଟିଲା ପୁଅ, ମାଆକୁ ମାରି ଘର ଭିତରେ ପୋଡ଼ିଦେଲା
1 October 2023
ଡ୍ୟୁଟି ବେଳେ ଟଳି ପଡ଼ିଲେ ମହିଳା ଏଏସଆଇ
1 October 2023