୨୦୨୩ ବିଶ୍ୱକପ୍‌ : ଭେନ୍ୟୁ ଚୟନକୁ ନେଇ ବିବାଦ, ମୋହାଲି ସମେତ ବାଦ୍‌ ପଡିଲେ ଏହିସବୁ ଷ୍ଟାଡିୟମ୍‌

ମୁମ୍ବାଇ ୨୮।୦୬ : ୨୦୨୩ ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଛି କ୍ରୀଡାସୂଚୀ । ବିସିସିଆଇ ଏବଂ ଆଇସିସି ପକ୍ଷରୁ ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡାସୂଚୀ ଘୋଷଣା ହୋଇଛି । ୪୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ ଏହି କ୍ରିକେଟ୍‌ ମହାକୁମ୍ଭ । ଅଭ୍ୟାସ ମ୍ୟାଚକୁ ମିଶାଇ ମୋଟ ୧୨ ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍‌ । … Continue reading ୨୦୨୩ ବିଶ୍ୱକପ୍‌ : ଭେନ୍ୟୁ ଚୟନକୁ ନେଇ ବିବାଦ, ମୋହାଲି ସମେତ ବାଦ୍‌ ପଡିଲେ ଏହିସବୁ ଷ୍ଟାଡିୟମ୍‌