ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଆଇସିସିର ନୂଆ ନିୟମ, ଏବେ ବ୍ୟାଟରଙ୍କ ପାଇଁ ବଢିବ ଟେନ୍‌ସନ୍‌

ମୁମ୍ବାଇ ୨୦।୦୯ : ଆଗାମୀ ଦିନିକିଆ ବିଶ୍ୱକପ୍‌କୁ ଅଧିକା ରୋମାଞ୍ଚକର ତଥା ପ୍ରତି ମ୍ୟାଚ୍‌କୁ ସଂଘର୍ଷପୂର୍ଣ୍ଣ କରିବା ପାଇଁ ଆଇସିସି କିଛି ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି । ସମସ୍ତ ଗ୍ରାଉଣ୍ଡର ବାଉଣ୍ଡାରୀ ବଢାଇବା ସହ ପିଚ୍‌ରେ ଘାସ ରଖିବା ପାଇଁ ଆଇସିସି ଆୟୋଜକ ବିସିସିଆଇକୁ ନିର୍ଦ୍ଦେଶ ଦେଇଛି । ପ୍ରତ୍ୟେକ ଗ୍ରାଉଣ୍ଡର ବାଉଣ୍ଡାରୀକୁ ୭୦ମିଟରରୁ ଅଧିକ ରଖିବା ପାଇଁ କ୍ୟୁରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଇସିସି ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଉଣ୍ଡାରୀ ଆୟତନ … Continue reading ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଆଇସିସିର ନୂଆ ନିୟମ, ଏବେ ବ୍ୟାଟରଙ୍କ ପାଇଁ ବଢିବ ଟେନ୍‌ସନ୍‌