ଆଇଏଏସ୍ ବିନୋଦ କୁମାରଙ୍କୁ ମିଳିଲା ଜାମିନ
25/09/2018 at 3:06 AM

ଭୁବନେଶ୍ୱର ୨୪/୯: ଆଇଏଏସ୍ ବିନୋଦ କୁମାରଙ୍କୁ ମିଳିଲା ଜାମିନ । ସ୍ପେସାଲ ଭିଜିଲାନ୍ସ କୋର୍ଟ ପକ୍ଷରୁ ମିଳିଲା ଜାମିନ । ପୁର୍ବରୁ ବିନୋଦଙ୍କୁ ୩ବର୍ଷ ଜେଲ ଓ ୫୦ହଜାର ଟଙ୍କା ଜରିମାନା ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ ବିନୋଦ । ORHDC ଦୁର୍ନୀତି ମାମଲାରେ ବିନୋଦଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଜେଲ ସହ ୫୦ହଜାର ଟଙ୍କାର ଜରିମାନା କରିଥିଲେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ୍ କୋର୍ଟ । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।
Related Posts
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023