ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
11/03/2023 at 5:55 PM

ଖୋର୍ଦ୍ଧା ୧୧।୩: ହାଇୱାରେ ଲାଗିଲା ନିଆଁ । ୧୬ ନମ୍ବର ଜାତୀୟ ରାଜପଥର ଗଡଖୋର୍ଦ୍ଧା ଛକ ନିକଟରେ ଏକ ହାଇୱା ଗାଡିରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ତାପଙ୍ଗରୁ ଭୁବନେଶ୍ବର ଅଭିମୁଖେ ହାଇୱାରେ ଚପିସ୍ ଲୋଡ ହୋଇ ଯାଉଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।
Related Posts
୧୫ ମିନିଟ୍ ପବନରେ ଭାଙ୍ଗିଲା ଅନେକ ଗଛ, ଘର ଓ ଦୋକାନ କ୍ଷତିଗ୍ରସ୍ତ
27 March 2023