ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ହାଇୱା, ସମସ୍ତ ଯାତ୍ରୀ ସୁରକ୍ଷିତ

ଭଦ୍ରକ ୧୫।୯: ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ହାଇୱା ଗାଡି । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ନଳାଙ୍ଗ ଠାରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ‘ଚକାନୟନ’ ନାମକ ବସ୍ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ନଳାଙ୍ଗ ଠାରେ ଯାତ୍ରୀ ଉଠାଇବାକୁ ଅଟକିଥିଲା । ଏହି ସମୟରେ ହଠାତ ଏକ ହାଇୱା ଗାଡି ଦ୍ରୁତ ଗତିରେ ଆସି ବସ୍‌ଟିକୁ ପଛପଟୁ ଧକ୍କା ଦେଇଥିଲା । ହାଇୱା ଗାଡିଟି … Continue reading ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ହାଇୱା, ସମସ୍ତ ଯାତ୍ରୀ ସୁରକ୍ଷିତ