oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

୮ ମାସର ଗର୍ଭବତୀ ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା, ଫେରାର ସ୍ବାମୀ ଜଙ୍ଗଲରୁ ଗିରଫ

20/11/2021 at 4:52 PM

ବେତନଟୀ ୨୦।୧୧: ୮ ମାସର ଗର୍ଭବତୀ ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ବାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ ତିକ୍ତତା ନେଇ ପାଟିତୁଣ୍ଡ ହୋଇଥିଲା । ତେବେ ଶନିବାର ସକାଳୁ ଘର ପିଣ୍ଢାରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ସହ ଫେରାର ହୋଇଯାଇଥିବା ସ୍ବାମୀକୁ ପାଖ ଜଙ୍ଗଲରୁ ଗିରଫ କରିଛି ପୋଲିସ । ମୃତ ମହିଳା ଜଣଙ୍କ ହେଲେ ମଙ୍ଗୁଳି ପୃର୍ତ୍ତି  । ଗିରିଫ ସ୍ବାମୀ ହେଲେ ମାଖନ ପୃର୍ତ୍ତି । ଦେଢ଼ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ସ୍ବାମୀ ମାଖନ ପୂର୍ତ୍ତି ଅନେକ ସମୟରେ ସ୍ତ୍ରୀଙ୍କ ସଙ୍ଗେ ପାଟିତୁଣ୍ଡ କରୁଥିଲେ । ତେବେ ଶୁକ୍ରବାର ଗର୍ଭବତୀ ସ୍ତ୍ରୀକୁ କୁରାଢ଼ୀରେ ହାଣି ମାଖନ ଫେରାର ହୋଇଯାଇଥିଲା । ପୋଲିସ ମାଖନକୁ ଗିରିଫ କରିବା ସହ କୁରାଢ଼ୀ ଜବତ କରିଛି ।  ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts