oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ସ୍ୱାମୀ ସାଜିଲା ସଇତାନ୍‌, ସ୍ତ୍ରୀର ତଣ୍ଟି ଚିପିବା ସହ ପେଚ୍‌କସ୍‌ ଭୁଷି କଲା ହତ୍ୟା

11/08/2022 at 11:09 PM

ରାଉରକେଲା, ୧୧/୦୮: ସ୍ବାମୀ ସାଜିଲା ହତ୍ୟାକାରୀ । ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ତଣ୍ଟି ଚିପିବା ସହ ପେଚକସ (ସ୍କୁ ଡ୍ରାଭଭର,)ରେ ପେଟକୁ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି । ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଟିମ୍ବର କଲୋନୀରେ ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ଜୁବେତା ଖାତୁନ ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତ ସ୍ବାମୀ ସୋହେଲ ଖାଁ ଫେରାର ହୋଇଯାଇଛି ।  ଘଟଣାସ୍ଥଳରେ ପ୍ଲାଣ୍ଟ ସାଇଡ ପୋଲିସ ପହଞ୍ଚିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ସ୍ବାମୀ ସହ ତାର ସହଯୋଗୀ ଫେରାର ହୋଇଯାଇଥିବା ପୋଲିସ୍‌ କହିଛି ।

   Related Posts