oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ରସିକିଆ ଜ୍ବାଇଁକୁ ବାନ୍ଧି ମାଡ ମାରିଲେ ଶ୍ବଶୁର ଘର ଲୋକେ, ସ୍ତ୍ରୀ ଉପରେ ଏସିଡ୍ ଢାଳିବାକୁ କରୁଥିଲା ଉଦ୍ୟମ

24/12/2021 at 1:46 PM

ସୋର ୨୪।୧୨: ରସିକିଆ ସ୍ବାମୀକୁ ବାନ୍ଧି ମାଡ । ସ୍ତ୍ରୀକୁ ଏସିଡ ଢାଳିବାକୁ ଉଦ୍ୟମ ବେଳେ ରସିକିଆ ସ୍ବାମୀକୁ ଧରି ଉତ୍ତମ ମଧ୍ୟମ ଦେଲେ ଶ୍ବଶୁର ଘର ଗାଁ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଶରସଙ୍ଖ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ ଯୁବକ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ଶରସଙ୍ଖ ଅଞ୍ଚଳରେ ଦ୍ବିତୀୟ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ତଡି ଦେଇଥିଲେ । ୨ ମାସ ହେବ ଭାସ୍କର ତୃତୀୟ ବିବାହ କରିଥିବା ବେଳେ ଶୁକ୍ରବାର ହଠାତ ସରଶଙ୍ଖ ଆସି ଦ୍ବିତୀୟ ସ୍ତ୍ରୀଙ୍କୁ ଫୋନ କରି ଦେଖା କରିବାକୁ କହିବାରୁ ସ୍ବାମୀଙ୍କୁ ଘରକୁ ଆସିବାକୁ କହିଥିଲେ । ପରେ ରସିକିଆ ସ୍ବାମୀ ଜଣକ ସରୋଜିନୀଙ୍କ ବାପ ଘରେ ପହଞ୍ଚିବା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସ୍ବାମୀଙ୍କ ତୃତୀୟ ବିବାହକୁ ନେଇ କଥା କଟାକଟି ହୋଇଥିଲା ।

ଏଥିରେ ରସିକିଆ ସ୍ବାମୀ ଜଣଙ୍କ ଉତକ୍ଷିପ୍ତ ହୋଇ ସ୍ତ୍ରୀଙ୍କୁ ମାଡ ମାରି ଖସି ପଳାଇ ଯିବା ସମୟରେ ସ୍ଥାନୀୟ ଲୋକ ଅଟକାଇ ହାତ ଗୋଡ ବାନ୍ଧି ନିର୍ଧୁମ ଛେଚିଥିଲେ । ଭାସ୍କର ଆଣିଥିବା ଏକ ବୋତଲ ବହିଥିଲା ଯେଉଁଥିରେ ଏସିଡ ଗାଁ ଲୋକେ ଉଦ୍ଧାର କରି ପୋଲିସକୁ ଦେଇଥିଲେ । ଖବର ପାଇଁ ସୋର ପୋଲିସ ରସିକିଆକୁ ସୋର ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।

   Related Posts