ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସ୍ତ୍ରୀକୁ ହତ୍ୟାକରି ପୋତିଦେବା ଘଟଣା, ଅଭିଯୁକ୍ତ ସ୍ବାମୀକୁ ଗିରଫକଲା ପୋଲିସ

16/12/2021 at 8:10 PM

ଖଲ୍ଲିକୋଟ ୧୬/୧୨ : ଗଞ୍ଜାମ ଜିଲ୍ଲା ଖଲ୍ଲିଖୋଟରେ ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସ୍ୱାମୀ ଟି. ମୋହନ ରାଓକୁ ଗିରଫ କରିଛି ପୋଲିସ । ଛତ୍ରପୁର ଥାନା ଅନ୍ତର୍ଗତ ମୁନିସପେଣ୍ଠ ଗ୍ରାମରେ  ଟି. ଲକ୍ଷ୍ମୀଙ୍କୁ ମାରି ମାଟିରେ ପୋତିଦେଇଥିଲା ଅଭିଯୁକ୍ତ ସ୍ବାମୀ ଟି ମୋହନ ରାଓ । ହତ୍ୟାର ଦୁଇ ଦିନ ପରେ ଛତ୍ରପୁର ପୁଲିସ ମାଟି ଖୋଳି ଶବ ଜବତ କରିବା ସହିତ ସନ୍ଦେହରେ ସ୍ବାମୀକୁ ଅଟକ ରଖିଥିଲା । ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

   Related Posts