oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଚିଲିକାରେ ପକ୍ଷୀ ଶିକାରୀ ଗିରଫ, ୪ ମୃତ ବିଦେଶୀ ପକ୍ଷୀ ଉଦ୍ଧାର

31/12/2020 at 11:56 AM

ଟାଙ୍ଗୀ ୩୧।୧୨: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ବେଳେ ଧରା ପଡିଗଲା ଶିକାରୀ । ପକ୍ଷୀ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଶିକାରୀଠାରୁ ୪ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି । ଗିରଫ ଶିକାରୀ ଜଣକ ଟାଙ୍ଗୀ ଥାନା ଉଜୁଡା ଗୋପୀନାଥପୁର ଗାଁର ଜଗନ ପ୍ରଧାନ ।

ଶିକାରୀ ଜଣକ ଚିଲିକାରେ ବିଦେଶୀ ପକ୍ଷୀ ଶିକାର କରି ଘରକୁ ଫେରୁଥିବା ବେଳେ ପକ୍ଷୀ ସୁରକ୍ଷା ବାହିନୀ ହାତରେ ଧରାପଡି ଯାଇଛନ୍ତି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଞ୍ଚଳର ବାଲିପାଟପୁର ଚିଲିକା କୂଳରୁ ଏହି ପକ୍ଷୀ ଶିକାରୀକୁ ଗିରଫ କରାଯାଇଛି ।

   Related Posts