oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶିକାର, ୭ ମୃତ ବିଦେଶୀ ପକ୍ଷୀ ଜବତ ସହ ଶିକାରୀ ଗିରଫ

27/01/2022 at 8:13 PM

ଟାଙ୍ଗୀ, ୨୭/୦୧: ଚିଲିକାରେ ଏବେବି ଚାଲିଛି ବିଦେଶୀ ପକ୍ଷୀଙ୍କ ଶିକାର । ଆଜି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଙ୍ଗଳାଯୋଡି ଗ୍ରାମ ଚିଲିକା କୂଳରୁ ଜଣେ ପକ୍ଷୀ ଶିକାରୀକୁ ଗିରଫ କରିଛି ଏବଂ ଏହି ଶିକାରୀ ଠାରୁ ୭ ଟି ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି । ଗିରଫ ଶିକାରୀ ଜଣକ ଟାଙ୍ଗୀ ନିକଟସ୍ଥ କାଳୁପଡା ଗ୍ରାମ ତୋଟାପଡା ଅଞ୍ଚଳର ବନ ବେହେରା ।

ଶିକାରୀ ଜଣକ ବିଭିନ୍ନ ଫାଶ ଏବଂ ଜାଲ ବ୍ୟବହାର କରି ପକ୍ଷୀ ଶିକାର କରିଥିଲା ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ମୃତ୍ୟୁ ପକ୍ଷୀଙ୍କର ପଞ୍ଚନାମା ପାଇଁ ପଠାଯାଇଥିବା କହିଛନ୍ତି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ଚୂଡାରାଣି ମୁର୍ମୁ ।

   Related Posts