ରାସ୍ତା ନିର୍ମାଣ ଦାବିରେ ତହସିଲ ଅଫିସ ସମ୍ମୁଖରେ ଧାରଣା

Published By : Prameya-News7 Bureau | January 25, 2020 IST

କଣ୍ଟାବାଞ୍ଝି ୨୫।୦୧: ରାସ୍ତା ନିର୍ମାଣ ଦାବିରେ ଅନଶନ । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନ ସିଲେଟ ଗାଁକୁ ପିଚୁ ରାସ୍ତା ନିର୍ମାଣ ଦାବି ନେଇ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁର ଲିମାଇଁ ଚରଣ ମହତ । ସେ ଗତ ୫ ଦିନ ହେଲା ଧାରଣାରେ ବସିଛନ୍ତି । ଲିମାଇଁଙ୍କୁ ସମର୍ଥନ କରି ଧାରଣାରେ ସାମିଲ ହେ।ଇଛନ୍ତି କୋଶଳ ସମନ୍ୱୟ ସମିତର ୨ଜଣ ସଦସ୍ୟ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଂପାଦକ ।

{"id":215877,"sizeSlug":"large"}

ଟିଟିଲାଗଡ ଉପଜିଲ୍ଲାପାଳ ଓ ତୁରେକେଲା ବିଡିଓ, ତହସିଲଦାର ବେହେରେନସିଲେଟ ଗାଁକୁ ଆସି ଆନ୍ଦେ।ଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ଜିଦରେ ଅଟଳ ରହିଛନ୍ତି ଆନ୍ଦେ।ଳନକାରୀ । ଓଲଟି ଉପଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯେ।ଗ କରି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଅଧ ଘଣ୍ଟା ପରେ ପୋଲିସ ଉପସ୍ଥିତିରେ ଫାଟକ ଖୋଲାଯାଇଥିଲା । ଅନ୍ୟପଟେ ଉପରିସ୍ଥ ଅଧିକାରୀଙ୍କ ସହ ଆଲେ।ଚନା କରି ରାସ୍ତା ସମସ୍ୟା ଦୂର କରିବେ ବେ।ଲି କହିଛନ୍ତି ଉପଜିଲ୍ଲାପାଳ ।

{"id":215878,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.