ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରାସ୍ତା ନିର୍ମାଣ ଦାବିରେ ତହସିଲ ଅଫିସ ସମ୍ମୁଖରେ ଧାରଣା

25/01/2020 at 5:42 PM

କଣ୍ଟାବାଞ୍ଝି ୨୫।୦୧: ରାସ୍ତା ନିର୍ମାଣ ଦାବିରେ ଅନଶନ । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନ ସିଲେଟ ଗାଁକୁ ପିଚୁ ରାସ୍ତା ନିର୍ମାଣ ଦାବି ନେଇ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁର ଲିମାଇଁ ଚରଣ ମହତ । ସେ ଗତ ୫ ଦିନ ହେଲା ଧାରଣାରେ ବସିଛନ୍ତି । ଲିମାଇଁଙ୍କୁ ସମର୍ଥନ କରି ଧାରଣାରେ ସାମିଲ ହେ।ଇଛନ୍ତି କୋଶଳ ସମନ୍ୱୟ ସମିତର ୨ଜଣ ସଦସ୍ୟ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଂପାଦକ ।

ଟିଟିଲାଗଡ ଉପଜିଲ୍ଲାପାଳ ଓ ତୁରେକେଲା ବିଡିଓ, ତହସିଲଦାର ବେହେରେନସିଲେଟ ଗାଁକୁ ଆସି ଆନ୍ଦେ।ଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ଜିଦରେ ଅଟଳ ରହିଛନ୍ତି ଆନ୍ଦେ।ଳନକାରୀ । ଓଲଟି ଉପଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯେ।ଗ କରି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଅଧ ଘଣ୍ଟା ପରେ ପୋଲିସ ଉପସ୍ଥିତିରେ ଫାଟକ ଖୋଲାଯାଇଥିଲା । ଅନ୍ୟପଟେ ଉପରିସ୍ଥ ଅଧିକାରୀଙ୍କ ସହ ଆଲେ।ଚନା କରି ରାସ୍ତା ସମସ୍ୟା ଦୂର କରିବେ ବେ।ଲି କହିଛନ୍ତି ଉପଜିଲ୍ଲାପାଳ ।

   Related Posts