suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ନବନିର୍ମାଣ କୃଷକ ସଂଘର ପଦଯାତ୍ରାରେ ସାମିଲ ହେବାକୁ ଆସୁଥିବା ଶତାଧିକ ଚାଷୀଙ୍କୁ ଅଟକ ରଖିଲା କେନ୍ଦୁଝର ପୋଲିସ

29/10/2018 at 11:22 AM

କେନ୍ଦୁଝର ୨୯|୧୦: ଶତାଧିକ ଚାଷୀଙ୍କୁ ଅଟକ ରଖିଲା କେନ୍ଦୁଝର ପୋଲିସ । ଭୁବନେଶ୍ବରରେ ପଦଯାତ୍ରାରେ ଯୋଗ ଦେବାକୁ ଆସୁଥିବା ବେଳେ ଏମାନଙ୍କୁ ଅଟକ ରଖାଯାଇଛି । ନବନିର୍ମାଣ କୃଷକ ସଂଘର ପଦଯାତ୍ରାରେ ଯୋଗ ଦେବାକୁ ଟ୍ରେନରେ ଯିବାକୁ ଅପେକ୍ଷା କରିଥିବା ବେଳେ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଏହି ଚାଷୀ ମାନଙ୍କୁ ପୋଲିସ ଅଟକ ରଖିଛି । ଆଜି ସକାଳ ୬ଟା ବେଳେ ଟ୍ରେନରେ ଚାଷୀମାନେ କେନ୍ଦୁଝର ଷ୍ଟେସନରୁ ଭୁବନେଶ୍ବର ଫାଷ୍ଟ ପସେଞ୍ଜର ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

   Related Posts