ନବନିର୍ମାଣ କୃଷକ ସଂଘର ପଦଯାତ୍ରାରେ ସାମିଲ ହେବାକୁ ଆସୁଥିବା ଶତାଧିକ ଚାଷୀଙ୍କୁ ଅଟକ ରଖିଲା କେନ୍ଦୁଝର ପୋଲିସ
29/10/2018 at 11:22 AM

କେନ୍ଦୁଝର ୨୯|୧୦: ଶତାଧିକ ଚାଷୀଙ୍କୁ ଅଟକ ରଖିଲା କେନ୍ଦୁଝର ପୋଲିସ । ଭୁବନେଶ୍ବରରେ ପଦଯାତ୍ରାରେ ଯୋଗ ଦେବାକୁ ଆସୁଥିବା ବେଳେ ଏମାନଙ୍କୁ ଅଟକ ରଖାଯାଇଛି । ନବନିର୍ମାଣ କୃଷକ ସଂଘର ପଦଯାତ୍ରାରେ ଯୋଗ ଦେବାକୁ ଟ୍ରେନରେ ଯିବାକୁ ଅପେକ୍ଷା କରିଥିବା ବେଳେ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଏହି ଚାଷୀ ମାନଙ୍କୁ ପୋଲିସ ଅଟକ ରଖିଛି । ଆଜି ସକାଳ ୬ଟା ବେଳେ ଟ୍ରେନରେ ଚାଷୀମାନେ କେନ୍ଦୁଝର ଷ୍ଟେସନରୁ ଭୁବନେଶ୍ବର ଫାଷ୍ଟ ପସେଞ୍ଜର ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023