ଆନ୍ଧ୍ରର ଦୋମୁହାଁ ନୀତି: ସ୍ୱାସ୍ଥ୍ୟସେବା ପାଇଁ ଆନ୍ଧ୍ରର ୧୦୪ ଆମ୍ୱୁଲାନ୍ସ କୋଟିଆରେ ଅଟକ
6/01/2023 at 3:01 PM

କୋରାପୁଟ ୦୬/୦୧: ଆନ୍ଧ୍ରପ୍ରଦେଶର ସ୍ଵାସ୍ଥ୍ୟ ସେବା ଗାଡ଼ି ୧୦୪ କୋଟିଆରେ ଅଟକ। କୋଟିଆରେ ପୁଣିଥରେ ଅନୁପ୍ରବେଶ କରିଛି ଆନ୍ଧ୍ର। କୋଟିଆ ପଞ୍ଚାୟତର ଉପରସେମ୍ୱି ଗାଁରେ ଆନ୍ଧ୍ର ସରକାରଙ୍କ ୧୦୪ ସ୍ଵାସ୍ଥ୍ୟ ସେବା ଭ୍ୟାନ ପହଞ୍ଚିଛି। ଏନେଇ ଖବରପାଇ ସ୍ଵାସ୍ଥ୍ୟସେବା ଗାଡ଼ିକୁ କୋଟିଆ ପୋଲିସ ଅଟକ ରଖିଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023