ରାସ୍ତାକଡରୁ ମିଳିଲା ମଣୁଷୀ ଖପୁରୀ ; ଗୁଣିଗାରେଡି ସନ୍ଦେହ
24/04/2018 at 4:42 AM

ରାସ୍ତାକଡରୁ ମିଳିଲା ମଣୁଷୀ ଖପୁରୀ … ବାଲେଶ୍ବର ନୀଳଗିରି ମିତ୍ରପୁର ରାସ୍ତା କଡରୁ ଖପୁରୀ ସହ କାଉଁରୀ ହାଡ଼, ଆଣ୍ଠୁଆ ଗୋପାଳ ମୂର୍ତ୍ତି ଜବତ… ଗୁଣିଗାରେଡି ଓ ତନ୍ତ୍ର ପାଠ ସନ୍ଦେହ କରାଯାଉଛି …. ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି …. କେହି ଜଣେ ବ୍ୟାଗରେ ଆଣି ଏସବୁ ଏଇଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି …. ପୋଲିସ ଆସି ଏସବୁକୁ ଜବତ କରିଛି ….