ବଢିଲା ଜବତ ଟଙ୍କାର ପରିମାଣ : ବୈପାରୀଗୁଡା IICଙ୍କ ବାସଭବନରୁ ମିଳିଲାଣି ମୋଟ୍ ୩୭ ଲକ୍ଷ ୨୭ହଜାର ଟଙ୍କା

Published By : Prameya-News7 Bureau | November 28, 2023 IST

କଟକ ୨୮।୧୧: ବୈପାରୀଗୁଡା IIC ସୁଶାନ୍ତ ଶତପଥୀଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । ଜବତ ଟଙ୍କାର ପରିମାଣ ବଢିଲା । କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଛି । ସୋମବାର ବୈପାରୀଗୁଡ଼ା ଘର ଓ ଅଫିସ୍‌ରୁ ପ୍ରାୟ ୭.୫ ଲକ୍ଷ ମିଳିଥିଲା । ଫଳରେ ଏପର୍ଯ୍ୟନ୍ତ ଆଇଆଇସିଙ୍କ ଘର, କ୍ବାର୍ଟର୍ସରୁ ମୋଟ୍ ୩୭ ଲକ୍ଷ ୨୭ହଜାର ଟଙ୍କା ମିଳିଲାଣି ।

You Can Read :

wp:embed {"url":"https://www.prameyanews7.com/ratna-bhandar-laser-scanning-started-by-asi-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ratna-bhandar-laser-scanning-started-by-asi-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.