ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଗଣିବେ ତଣ୍ଡ, ୨୩ରୁ ସ୍ପେଶାଲ ଡ୍ରାଇଭ୍
8/06/2023 at 6:10 PM

ଭୁବନେଶ୍ବର ୮।୬: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବା ଗାଡି ଚାଳକଙ୍କୁ ଚେତାବନୀ । ଆସନ୍ତା ୨୩ରୁ କଡାକଡି ହେବ ନମ୍ବର ପ୍ଲେଟ୍ ଯାଞ୍ଚ । ହାଇ ସିକ୍ୟୁରିଟି ନମ୍ବର ନଥିଲେ ଗଣିବେ ଫାଇନ୍ । ୫ରୁ ୧୦ ହଜାର ଯାଏଁ ଫାଇନ୍ ଆଦାୟ ହେବ କଟିବ ଇ-ଚାଲାଣ । ଏଥିପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇବେ ରାଜ୍ୟ ପରିବହନ ବିଭାଗ ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଅବଧି ଫେବ୍ରୁଆରୀରୁ ସରିଛି । ଜୁନ୍ ୨୩ରୁ ପୁଣି ନମ୍ବର ପ୍ଲେଟ୍ ଯାଞ୍ଚ ହେବ । ସ୍ପେଶାଲ ଡ୍ରାଇଭ୍ କରି ଯାଞ୍ଚ ହେବ ଗାଡି । ହାଇ ସିକ୍ୟୁରିଟି ନମ୍ବର ନଥିଲେ ଲାଗୁ ହେବ ଫାଇନ୍ । ୫ରୁ ୧୦ ହଜାର ଯାଏଁ କଟିବ ଇ-ଚାଲାଣ ।

Related Posts
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023
୨୪ଘଣ୍ଟା ନପୁରୁଣୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
25 September 2023
ନଦୀରେ ନାହିଁ ବ୍ରିଜ୍, ଖଟିଆରେ ବୁହା ହେଲେ ରୋଗୀ
25 September 2023