oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଜାନୁଆରୀ ମାସରେ କେବେ କେବେ ବନ୍ଦ୍ ରହିବ ବ୍ୟାଙ୍କ୍, ନଜର ପକାନ୍ତୁ ଛୁଟି ତାଲିକା ଉପରେ

9/01/2022 at 5:42 PM

ଭୁବନେଶ୍ଵର ୦୯।୦୧: ୨୦୨୨ର ଗୋଟିଏ ସପ୍ତାହ ବିତିଗଲାଣି। ଜାନୁଆରୀ ମାସରେ ବ୍ୟାଙ୍କ୍ କର୍ମୀମାନଙ୍କର ଅନେକ ଛୁଟି ରହିଛି। ସାଧାରଣତଃ ଦେଶର ସବୁ ପବ୍ଲିକ ଓ ପ୍ରାଇଭେଟ୍ ସେକ୍ଟରରେ ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ୍‌ ରହେ। ରିଜର୍ଭ ବ୍ୟଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଜାନୁଆରୀ ୧୬ ବନ୍ଦ୍‌ ରହିବ ବ୍ୟାଙ୍କ୍‌। ଏହା ସହ ଜାନୁଆରୀରେ ଭିନ୍ନ ଭିନ୍ନ ରାଜ୍ୟରେ ୯ ଦିନ କୌଣସି ପର୍ବପର୍ବାଣୀ ପାଇଁ ଏବଂ ଶନିବାର ଓ ରବିବାର ପାଇଁ ବି ଛୁଟି ରହିଛି।

ତେବେ ଆସନ୍ତୁ ଜାଣିବା ଜାନୁଆରୀରେ ଆଉ କେବେ କେବେ ବନ୍ଦ୍‌ ରହିବ ବ୍ୟାଙ୍କ୍
• ଜାନୁଆରୀ ୯ରେ ରବିବାର ପାଇଁ ଛୁଟି।
• ଜାନୁଆରୀ ୧୧ରେ ମିଜୋରାମରେ ମିସନାରୀ ଡେ ପାଇଁ ଛୁଟି।
• ଜାନୁଆରୀ ୧୨ରେ କୋଲକାତାରେ ସ୍ୱାମୀ ବିବେକାନ୍ଦଙ୍କ ଜୟନ୍ତୀ ପାଇଁ ଛୁଟି।
• ଜାନୁଆରୀ ୧୪ରେ ମକର ସଂକ୍ରନ୍ତି ବା ପୋଙ୍ଗଲ ପାଇଁ ଅହମ୍ମଦାବାଦ, ଚେନ୍ନାଇ,ଓ ଇମ୍ପାଲରେ ବ୍ୟାଙ୍କ୍ ଛୁଟି କହିଛି।
• ଜାନୁଆରୀ ୧୫ରେ ବି ମକର ସଂକ୍ରାନ୍ତି ପାଇଁ ବେଙ୍ଗାଲୁରୁ, ଚେନ୍ନାଇ , ଗ୍ୟାଙ୍ଗଟକ୍, ଗୋହାଟି, ହାଇଦ୍ରାବାଦ୍ ଓ ଇମ୍ପାଲରେ ବ୍ୟାଙ୍କ୍ ବନ୍ଦ୍ ରହିବ।
• ଜାନୁଆରୀ ୧୬ରେ ରବିବାର ପାଇଁ ଛୁଟି।
• ଜାନୁଆରୀ ୧୮ବି ଥାଇ ପୋସମ୍ ପାଇଁ ଚେନ୍ନାଇରେ ବ୍ୟାଙ୍କ୍ ଛୁଟି।
• ଜାନୁଆରୀ ୨୨ରେ ଶନିବାର ପାଇଁ ଛୁଟି ।
• ପରେ ୨୩ ଜାନୁଆରୀ ରବିବାର ଓ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ପାଇଁ ବ୍ୟାଙ୍କ କାମ ବନ୍ଦ୍ ରହିବ।
• ପୁଣି ୩୦ ଜାନୁଆରୀ ରବିବାର ପାଇଁ ଛୁଟି ରହିଛି।

   Related Posts