ଭାରତୀୟ ରେଳ ଇଞ୍ଜିନର ମୂଲ୍ୟ ଆପଣ ଜାଣିଛନ୍ତି କି : ତେବେ ପଢ଼ନ୍ତୁ

Published By : Prameya-News7 Bureau | January 21, 2019 IST

ଆପଣ ତ ଜାଣିଥିବେ ଭାରତୀୟ ରେଳରେ ୨ପ୍ରକାରର ଲୋକୋମୋଟିଭ ପ୍ରୟୋଗ କରାଯାଇଥାଏ। ଏଗୁଡ଼ିକ ହେଉଛି ଇଲେକ୍ଟ୍ରିଭ ଲୋକୋମୋଟିଭ ଏବଂ ଡିଜେଲ୍ ଲୋକୋମୋଟିଭ।

{"id":76413,"width":596,"height":447}

ଇଲେକ୍ଟ୍ରିଭ ଲୋକୋମୋଟିଭ: ବର୍ତ୍ତମାନ ସମୟରେ ଯାତ୍ରୀବାହୀ ଟ୍ରେନରେ ପ୍ରମୁଖ ଇଲେକ୍ଟ୍ରିଭ ଲୋକୋମୋଟିଭ ଡବ୍ଲ୍ୟୁଏପି -୪,ଡବ୍ଲୁଏପି-୫ ଏବଂ ଡବ୍ଲ୍ୟୁଏପି-୭ ଏବଂ ଫ୍ରେଟ୍ ସେଗମେଣ୍ଟରେ ଡବ୍ଲ୍ୟୁଏପି-୯ ଏବଂ ଡବ୍ଲ୍ୟୁଏପି -୯ ଏଚ୍ ଆଦି ଭଳି ଅନ୍ୟ ଲୋକୋମୋଟିଭକୁ ନେଇଯିବା ଅବସ୍ଥାରେ ରହିଛି କାରଣ ଏଥିରେ ନୂତନ ଡବ୍ଲ୍ୟୁଏଜି-୭କୁ ୨୦୧୫ରେ ଉତ୍ପାଦନରୁ ବାହାର କରି ଦିଆଯାଇଛି। କିନ୍ତୁ ତଥାପି ଏହା ୩ବର୍ଷ ଯାଏଁ ସେବାରେ ଅଛି। ଡବ୍ଲୁଏପି-୫ ଲୋକୋମୋଟିଭର ମୂଲ୍ୟ ପାଖାପାଖି ୩୫କୋଟି ଟଙ୍କା।

{"id":76414}

ଡବ୍ଲ୍ୟୁଏଜି -୯: ଡବ୍ଲ୍ୟୁଏଜି -୯କୁ ଆମଦାନୀ କରିବାକୁ ଭାରତୀୟ ରେଲଓ୍ବେକୁ ୩୫କୋଟି ଟଙ୍କା ଦେବାକୁ ପଡ଼ିଥାଏ। ସିଏଲଡବ୍ଲ୍ୟୁକୁ ଭାରତକୁ ଉତ୍ପାଦିତ କରିବାକୁ ୧୩.୫କୋଟିରୁ ୧୫କୋଟି ଟଙ୍କା ପଡ଼ିଥାଏ।

{"id":76415,"width":595,"height":393}

ଡିଜେଲ୍ ଲୋକୋମୋଟିଭ୍: ଭାରତୀୟ ଜିଇ ଲୋକୋମୋଟିଭକୁ ଉତ୍ପାଦିତ କରିବାକୁ ରେଲଓ୍ବେକୁ ୧୪.୬୫୬କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

{"id":76417}

ଡବ୍ଲ୍ୟୁଡିପି-୪: ଏହା ରେଲଓ୍ବେର ସବୁଠୁ ଲୋକପ୍ରିୟ ଲୋକୋମୋଟିଭ୍ ଭାବେ ଜଣାଯାଏ। ଏହି ଇଞ୍ଜିନକୁ ପ୍ରସ୍ତୁତ କରିବାକୁ ରେଲଓ୍ବେକୁ ୧୪କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.