ଆଇପିଏଲର ଗୋଟିଏ ମ୍ୟାଚ୍ ବାତିଲ୍ ହେଲେ ହୁଏ କେତେ କୋଟିର କ୍ଷତି? ଜାଣିଲେ ଉଡିଯିବ ହୋସ୍
ମୁମ୍ୱାଇ ୨୯/୦୫: IPL ୨୦୨୩ରେ, ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ବର୍ଷା ହେତୁ ପ୍ରଭାବିତ ହୋଇଛି । ଚଳିତ ସିଜନ୍ରେ ରବିବାର ଖେଳାଯିବାର ଥିଲା ଫାଇନାଲ୍ । ମୁହାଁମୁହିଁ ହୋଇଥାନ୍ତେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜୁରାଟ୍ ଟାଇଟନ୍ସ । କିନ୍ତୁ ବର୍ଷା ହେତୁ ଏହି ମ୍ୟାଚ୍ ଖେଳାଯାଇପାରିନାହିଁ । ଯାହା ଲାଗୁଛି, IPL ୨୦୨୩ ଉପରେ ବର୍ଷାର କଳାବାଦଲ ଛାଇଯାଇଛି । ଆଇପିଏଲ୍ ୨୦୨୩ର ଅନ୍ତିମ ମ୍ୟାଚ୍ ୨୮ ମେରେ ହେବାର ଥିଲା । କିନ୍ତୁ … Continue reading ଆଇପିଏଲର ଗୋଟିଏ ମ୍ୟାଚ୍ ବାତିଲ୍ ହେଲେ ହୁଏ କେତେ କୋଟିର କ୍ଷତି? ଜାଣିଲେ ଉଡିଯିବ ହୋସ୍
Copy and paste this URL into your WordPress site to embed
Copy and paste this code into your site to embed