scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବିପଦ ସଙ୍କୁଳ ଅବସ୍ଥାରେ ଅନ୍ୟ ଏକ ଘର

30/09/2023 at 11:50 AM

ମୁନିଗୁଡା ୩୦।୯: ଲଗାଣ ବର୍ଷାରେ ଭାଙ୍ଗିଲା ଘର । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ଅମ୍ବାଦଳା ପଞ୍ଚାୟତର ପୁରୁଣା ଅମ୍ବାଦଳା ଦଳିତ ସାହିରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ପ୍ରବଳ ବର୍ଷା ଲାଗିରହିଛି । ଅମ୍ବାଦଳା ପଞ୍ଚାୟତର ପୁରୁଣା ଅମ୍ବାଦଳା ଦଳିତ ସାହି ନୂଆପଡ଼ାର ନନ୍ଦିନୀ କନ୍ଧପାଣିଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଜଗନ୍ନାଥ କରକରିଆଙ୍କ ଘରଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।

You Can Read :

   Related Posts