suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପାରାଦୀପ ଭଞ୍ଜ କଲୋନୀ ବସ୍ତିରେ ଅଗ୍ନିକାଣ୍ଡ ; ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

8/11/2018 at 12:48 PM

ଜଗତସିଂହପୁର ୮|୧୧:  ଜଗତସିଂହପୁର ଜିଲ୍ଲା ପାରାଦୀପ ଭଞ୍ଜ କଲୋନୀ ବସ୍ତିରେ ଅଗ୍ନିକାଣ୍ଡ ହୋଇଛି । ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ସମୟରେ ବାଣ ନିଆଁରେ ଦୁଇ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଆସବାବ ପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ପାରାଦୀପ ବନ୍ଦର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

   Related Posts