ପାରାଦୀପ ଭଞ୍ଜ କଲୋନୀ ବସ୍ତିରେ ଅଗ୍ନିକାଣ୍ଡ ; ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର
8/11/2018 at 12:48 PM

ଜଗତସିଂହପୁର ୮|୧୧: ଜଗତସିଂହପୁର ଜିଲ୍ଲା ପାରାଦୀପ ଭଞ୍ଜ କଲୋନୀ ବସ୍ତିରେ ଅଗ୍ନିକାଣ୍ଡ ହୋଇଛି । ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ସମୟରେ ବାଣ ନିଆଁରେ ଦୁଇ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଆସବାବ ପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ପାରାଦୀପ ବନ୍ଦର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023