ଜଗତସିଂହପୁର ବାଲିକୁଦା ତହସିଲ ଟାଇଂକୁଳ ଗାଁରେ ଅଗ୍ନିକାଣ୍ଡ ; ୩ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
27/11/2018 at 10:42 AM

ଜଗତସିଂହପୁର ୨୭|୧୧: ଜଗତସିଂହପୁର ବାଲିକୁଦା ତହସିଲ ଟାଇଂକୁଳ ଗାଁରେ ଅଗ୍ନିକାଣ୍ଡ । ଗାଁର ଦେବେନ୍ଦ୍ର ନାୟକଙ୍କର ୩ ବଖରା ଘର ପୁରା ଜଳି ପାଉଁଶ ହୋଇଯାଇଛି । ନିଆଁରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନି । ଖବର ପାଇ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ନିଆଁରେ ସବୁ ହରାଇଥିବା ବିପନ୍ନଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023