oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବିଶ୍ୱର ସବୁଠାରୁ ହଟ୍‌ ନର୍ସ

25/12/2019 at 11:47 AM

ବିଶ୍ୱରେ ଇନଷ୍ଟାଗ୍ରାମ ଷ୍ଟାର ହେଉଛନ୍ତି ମେଡିକାଲ୍‌ ପ୍ରଫେସନ୍‌ରେ ଥିବା କାରିନା ଲି୍‌ । ତାଙ୍କର ଲକ୍ଷ ଲକ୍ଷ ଫଲୋରସ୍‌ଙ୍କ ସହ ପ୍ରଶଂସକ ରହିଛନ୍ତି ।  ତାଙ୍କର ଶରୀର ଗଠନ ଓ ହଟ ଫଟୋଗ୍ରାଫି ଯୋଗୁଁ ବେଶ୍‌ ପ୍ରସିଦ୍ଧ ।

 କାରିନା ଲିନ୍‌ ବିଶ୍ୱର ସବୁଠାରୁ ହଟ୍‌ ନର୍ସ । ଏହି ତାଇଓ୍ୱେନିଜ୍‌ ନର୍ସ ଏବେ ତାଇଓ୍ୱେନ୍‌ର ମିନ୍‌ ଶେଙ୍ଗ ଜେନେରାଲ୍‌ ହସପିଟାଲ୍‌ରେ ନର୍ସ ଭାବେ କାମ କରୁଛନ୍ତି  ।

କାରିନା ଲିନ୍‌ଙ୍କୁ ‘World’s Hottest Nurse’ ଆଖ୍ୟା ମିଳିଛି । ସେ ଏବେ ଅନଲାଇନ୍‌ ସେନସେସନ୍‌ ।  ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି  ‘World’s Hottest Nurse’ କାରିନା ଲିନ୍‌ ।

ଏକ ସାକ୍ଷାତକାରରେ ସେ ପ୍ରସିଦ୍ଧି ପାଇବା ପାଇଁ ଏପରି ହଟ୍‌ ଫୋଟଗ୍ରାଫି କରୁଥିବା କଥା କହିଛନ୍ତି । ସେ ଫୋଟ ଗୁଡିକ୍‌ ଇନଷ୍ଟାଗ୍ରାସ ସହ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ କରନ୍ତି ।

ତେବେ ସେ ତାଙ୍କ କାମରୁ ଗୁରୁତ୍ୱ ଦିଅନ୍ତି ଓ ନର୍ସିଂକୁ ବେଶ୍‌ ଭଲ ପାଆନ୍ତି ବୋଲି କହିଛନ୍ତି । ଜଣେ ମଡେଲ୍‌ ହେବା ପାଇଁ ତାଙ୍କର ଇଚ୍ଛା ଅଛି ବୋଲି କାରିନା ଲିନ୍‌ କହିଛନ୍ତି ।

   Related Posts