୨୦୧୧ ରୁ ୨୦୧୯ ବିଶ୍ୱକପ୍‌, ହୋଷ୍ଟ ଦେଶ ହାତେଇଛି ଟ୍ରଫି…

ମୁମ୍ବାଇ ୨୬।୦୯ : ରିପିଟ୍‌ ହେବ କି ଇତିହାସ । ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ଚାଲୁଥିବା ପରମ୍ପରା ଆଗକୁ ଜାରି ରହିବ କି ? ୨୦୧୧, ୨୦୧୫, ୨୦୧୯ ଆଇସିସି ବିଶ୍ୱକପ୍‌ରେ ଟ୍ରଫି ହାତେଇଥିଲେ ଆୟୋଜକ ଦଳ । ଯେଉଁ ଦେଶ ଏହି ସବୁ ବର୍ଷରେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ର ଆୟୋଜନ କରିଥିଲେ । ସେହି ଦେଶ  ହିଁ ଟ୍ରଫି ହାତେଇଥିଲା । ତେଣୁ ଆଗାମୀ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ରେ ଦୋହରିବ କି ଇତିହାସ । … Continue reading ୨୦୧୧ ରୁ ୨୦୧୯ ବିଶ୍ୱକପ୍‌, ହୋଷ୍ଟ ଦେଶ ହାତେଇଛି ଟ୍ରଫି…