ଶନିବାରରେ ଏହି ରାଶିର ପ୍ରଚୁର ଧନ ଲାଭ - ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | December 20, 2019 IST

ମେଷ– ଧର୍ମ-କର୍ମସଂପାଦନ କରିପାରନ୍ତି ।ମୌନାବତାରରେ କିଛିସମୟ ରହିବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ ।ଶତ୍ରୁହନ୍ତା ହେବେ ।ଚାକିରିକ୍ଷେତ୍ରରେ ସୁନାମ ମିଳିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

ବୃଷ–କୌଣସି କାରଣରୁ ବିଷାଦିତ ହୋଇପାରନ୍ତି । ଅନୁତପ୍ତ ହୋଇପାରନ୍ତି ।ହଠାତ୍‌ କିଛି ଅର୍ଥ ପାଇ ଉତ୍‌ଫୁଲ୍ଲିତହେବେ । ପ୍ରକୃତିଗତ ଚଞ୍ଚଳତାର ପରିପ୍ରକାଶ ଘଟିବ ।ବ୍ୟବସାୟରୁ ପ୍ରଚୁର ଧନଲାଭହେବ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୮ ।

ମିଥୁନ - ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତହେବେ ।ଉତ୍ତମବ୍ୟକ୍ତି ସମ୍ପନ୍ନ ହୋଇପାରନ୍ତି ।ବୁଦ୍ଧି ପ୍ରୟୋଗକରି କୃଷିକର୍ମ କରିବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୨ ।

କର୍କଟ–ବନ୍ଧୁମେଳରେ ରହିବା ସୁଖ ଦାୟକହେବ ।ଶ୍ରମ ସାର୍ଥକ ହେବ । ଆସ୍ତିକ ଚରିତ୍ରର ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କଷ୍ଟ ଅନୁଭବକରିପାରନ୍ତି ।ଶୁଭରଙ୍ଗ ପିଚ୍ ।ଶୁଭ ଅଙ୍କ ୬ ।

ସିଂହ –ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବ । ଆଳସ୍ୟ ପରାୟଣ ହୋଇପାରନ୍ତି ।ଭାଗ୍ୟଶାଳୀହେବେ ।ଉତ୍ତମବ୍ୟକ୍ତି ଭାବେ ସାମାଜିକସ୍ତରରେ ଆଦରଣୀୟହେବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୮ ।

କନ୍ୟା –ଶ୍ରୀଚନ୍ଦ୍ରଭୋଗହେତୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନଭୋଜନରେ ଆପ୍ୟାୟିତହେବେ । ଐଶ୍ୱର୍ଯ୍ୟ ଯୁକ୍ତହେବେ । ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀହେବେ । ନୂଆ ବନ୍ଧୁ ଜୁଟିବେ ।ଶୁଭ ରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୨ ।

ତୁଳା–ଉପୁଜି ଥିବା ଅସୁବିଧା ଦୂରହେବ । ଅଧିକବ୍ୟୟର ସମ୍ମୁଖୀନ ହୋଇପାରନ୍ତି ।ଚଞ୍ଚଳସ୍ୱଭାବରହେତୁ ଅସୁବିଧାରେ ପଡିପାରନ୍ତି ।କୋମଳଭାଷାବ୍ୟବହାରକରି ପରକୁ ଆପଣାରକରିବେ । ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୫ ।

ବିଛା–କାର୍ଯ୍ୟ ଦକ୍ଷତାବୃଦ୍ଧି ପାଇବ । ଆତ୍ମସନ୍ତୋଷଲାଭକରିବେ । ଯଶସ୍ୱୀହେବେ ।ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀସ୍ତରରେ ସମ୍ମାନିତ ହେବେ ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୧ ।

ଧନୁ –ମନରେ ଦେଖା ଦେଇ ଥିବା ଭ୍ରାନ୍ତ ଦୂରହେବ । ପରିଶ୍ରମର ମୂଲ୍ୟମିଳିବ ।କୁଳ ଉଜ୍ଜ୍ୱଳକାରୀହେବେ ।ବ୍ୟବସାୟ ଲାଭଜନକହେବ । ଯଶସ୍ୱୀହେବେ ।ସ୍ୱାସ୍ଥ୍ୟ ଅସୁସ୍ଥରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୮ ।

ମକର– ଆୟ-ବ୍ୟୟ ସମାନ୍ତରାଳରେ ଗତିକରିବ ।ଭାଗ୍ୟଶାଳୀହେବେ । ଦିନଟିଭୋଗ-ବିଳାସରେ ଅତିବାହିତ ହେବ ।ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୬ ।

କୁମ୍ଭ -ମନରେ ଭକ୍ତି ଭାବଜାଗ୍ରତ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ପ୍ରତିହିଂସା ପରାୟଣ ହେବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

ମୀନ - ସ୍ମରଣଶକ୍ତି ହାନି ଘଟିପାରେ ।ମନରେ ଅହଂ ଭାବଜାଗ୍ରତ ହେବ ।ବ୍ୟବସାୟ ଲାଭଜନକ ହୋଇପାରେ ।ମନରେ ଅହଂଭାବ ପ୍ରବେଶ କରିପାରେ ।ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.