ଶୁକ୍ରବାରର ରାଶିଫଳ- ଜାଣନ୍ତୁ ପ୍ରତ୍ୟେକ ରାଶିର ଶୁଭ ରଙ୍ଗ ଓ ଅଙ୍କ

Published By : Prameya-News7 Bureau | October 10, 2019 IST

ମେଷ – ନିଜର କାମକୁ ନେଇ ବ୍ୟସ୍ତତାରେ ରହିପାରନ୍ତି। ବ୍ୟବସାୟର ନୂଆ ଉପାୟ ଗ୍ରହଣ କରନ୍ତୁ, ଲାଣ ହେବ। ଟଙ୍କା ପାଇସା ନେଣେଦେଣେରେ ସାବଧାନ ଅବଲମ୍ବନ କରନ୍ତୁ। ଶୁଭ ରଙ୍ଗ ଗୋଲଡେନ୍। ଶୁଭ ଅଙ୍କ ୮।
ବୃଷ – ଜ୍ୟେଷ୍ଠଙ୍କ ଆଶୀର୍ବାଦ ବର ଦାନ ସାବ୍ୟସ୍ତ ହେବ। ପଇସା ସମ୍ବନ୍ଧୀୟ ମାମଲା ସହଜରେ ସମାଧାନ ହେବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ବିଫଳ ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।
ମିଥୁନ - ଦିନଟି ସାକାରାତ୍ମକ ଭରା ରହିବ। ଆପଣଙ୍କୁ କୌଣସି ମହତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ବ୍ୟବସାୟରେ ଲାଭ ମଧ୍ୟମ ହୋଇପାରେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୫।
କର୍କଟ – ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ଚାକରିରେ ପଦୋନ୍ନତି ମିଳିପାରେ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। ପ୍ରିୟଜନଙ୍କୁ ମନର କଥା କହିବେ। ଦିନଟି ବୁଲା ବୁଲିରେ କଟିବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୬।
ସିଂହ – ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଙ୍କିବ। କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୭।
କନ୍ୟା – ଆଜି ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ ଯାହାକି ଭବିଷ୍ୟତରେ ସହାୟତା କରିବେ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ସତର୍କ ରହିବେ ନଚେତ୍ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୨।
ତୁଳା – ଦିନଟି ଖୁସି ଭରା ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ଧନଲାଭ ହୋଇପାରେ। ବାଦବିବାଦରୁ ଦୁରେଇ ରୁହନ୍ତୁ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୪।
ବିଛା – ପିତାଙ୍କ ଆଶୀର୍ବାଦରେ ସବୁ କାମ ସଫଳ ହେବ। ସମାଜରେ ମାନ ସମ୍ମାନ ପାଇବେ। ଉନ୍ନଚ୍ଛିର ନୂଆ ରାସ୍ତା ଖୋଲିବ। ଛାତ୍ରଙ୍କୁ ପରିଶ୍ରମରେ ସୁଫଳ ମିଳିବ। ଦୁର ଯାତ୍ରା କ୍ଷତି କାରକ ରହିବ। ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୬।
ଧନୁ – ବ୍ୟସାୟରେ ସଉଦା ଲାଗି ରାଜ୍ୟ ବାହାରକୁ ଯିବେ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।
ମକର – ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ମିତ୍ରଙ୍କ ପରାମର୍ଶ କାମରେ ଆସିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ବଡ ସଉଦା କରିବେ। ମିଳିତ ବ୍ୟବସାୟ କ୍ଷତି କାରକ ରହିବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୩।
କୁମ୍ଭ - ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ବୃଦ୍ଧା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୯।
ମୀନ - ଆତ୍ମଚିନ୍ତନରେ ସମୟ ବିତିବ। ନୂଆ କାମ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମଜ ସେବାରେ ସମୟ ଦେବେ। ପିଲାମାନଙ୍କ ପାଇଁ ଦିନଟି ମଧ୍ୟ ରହିବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୮।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.