ଗୁରୁବାରରେ ଯଶ ଅର୍ଜନ କରିବେ ଏହି ରାଶିର ବ୍ୟକ୍ତି -ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 26, 2020 IST

ମେଷ– ଯାତ୍ରା ଶୁଭଦାୟକହେବ ।ମୂଲ୍ୟବାନ୍‌ ଦ୍ରବ୍ୟଲାଭର ସୂଚନା ମିଳୁଛି ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀସ୍ତରରେ ସମ୍ମାନିତ ହେବେ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୨ ।

ବୃଷ–ଯୋଗାଯୋଗରେ ସଫଳତା ଲାଭ କରିବେ । ପରିଶ୍ରମର ମୂଲ୍ୟ ମିଳିବ । କୁଳ ଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୫ ।

ମିଥୁନ - ଘାତଚନ୍ଦ୍ରଭୋଗ ହେତୁ ଈଶ୍ୱର ଚିନ୍ତନ ଜରୁରୀ ଅଟେ । ମନରେ ସେବା ଭାବ ଜାଗ୍ରତ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୯ ।

fକର୍କଟ–ଚାଲୁ ରହିଥିବା କାର୍ଯ୍ୟ କିଛ ସମୟ ପାଇଁ ଅଟକି ଯାଇପାରେ । ଦୁଃଖଦ ଖବର ପାଇପାରନ୍ତି । ଈର୍ଷା ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସର୍ଦି ଓ କଫଜନିତ ପୀଡା ଅନୁଭବ କରିବେ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୬ ।

ସିଂହ –ମିଳିଥିବା ସୁଯୋଗର ହାତ ଛଡା କରନ୍ତୁ ନାହିଁ । ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ନୁହେଁ । ସମାଜସେବୀ ହେବେ ।ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

କନ୍ୟା–ଯୋଗା-ଯୋଗରୁ ସୁଫଳ ମିଳିବା କାରଣରୁ ଉପୁଜି ଥିବା କ୍ରୋଧକୁ ନିଜ ଗୁଣରେ ସମ୍ବରଣ ଏବଂ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହେବେ । ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।

ତୁଳା–ମନରେ ଉପୁଜି ଥିବା ସନ୍ଦେହ ଦୂରହେବ । ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ଚଞ୍ଚଳମନା ହେବେ । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୬ ।

ବିଛା– ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁଖଭୋଗ କରିବେ ।ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ନିରାମୟ ଜୀବନ ପାଇଁ ସଂଘର୍ଷ କରିବେ । ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୫ ।

ଧନୁ – ଯାତ୍ରାଶୁଭ ଦାୟକହେବ ।କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁର ଭାଷୀ ହୋଇପାରନ୍ତି ।ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇ ଖୁସିହେବେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୯ ।

ମକର–ଅର୍ଥ ପାଇଁ ବ୍ୟତି ବ୍ୟସ୍ତ ହୋଇପାରନ୍ତି ।ଭାଗ୍ୟଶାଳୀ ହେବେ ।ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । ପ୍ରବାସୀ, ମଧୁରଭାଷୀ, ସହନଶୀଳ,ଶାନ୍ତିପ୍ରିୟ ଉଦାର, ବିଦ୍ୟାପ୍ରେମୀ ହେବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।

କୁମ୍ଭ -ଜନସାଧାରଣଙ୍କକଲ୍ୟାଣଭାଜନ ହୋଇପାରନ୍ତି ।ଶ୍ରୀଚନ୍ଦ୍ରଭୋଗହେଉଥିବାରୁଉତ୍ତମଭୋଜନରେ ଆପ୍ୟାୟିତହୋଇପାରନ୍ତି ।ଐଶ୍ୱର୍ଯ୍ୟଯୁକ୍ତହେବେ ।ରଣାଙ୍ଗନରେବୀରତ୍ୱ ପ୍ରକଟିତହେବ ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୫ ।

ମୀନ - ଅଷ୍ଟମ ଚନ୍ଦ୍ର ହେତୁ ସତର୍କତାର ସହଚଳିବାକୁ ପଡିବ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ ।ଚଞ୍ଚଳ ସ୍ୱଭାବର ହେବେ ।କୋମଳ ବଚନ କହି ପରକୁ ଆପଣାର କରିପାରନ୍ତି ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.